SHG Money Scam Odisha : ୨୭ ଜଣ SHG ମହିଳାଙ୍କ ଟଙ୍କା ହଡ଼ପ ଅଭିଯୋଗ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ମହିଳାମାନେ
କେନ୍ଦୁଝରରେ SHG ମହିଳାଙ୍କ ଟଙ୍କା ହଡ଼ପ ଅଭିଯୋଗକୁ ନେଇ ବଢ଼ିଛି ବିବାଦ। ୨୭ ଜଣ ମହିଳା ଜିଲ୍ଲାପାଳଙ୍କ ନିକଟରେ ନ୍ୟାୟ ଦାବି କରିଛନ୍ତି। ଭୀମକୁଣ୍ଡ ପାର୍କିଂ ଟେଣ୍ଡର […]
