Lizard Found in Food : ଝିଟିପିଟି ପଡ଼ିଥିବା ଖାଦ୍ୟ ଖାଇ ସେବାଶ୍ରମ ସ୍କୁଲର ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ ଅଭିଯୋଗ
ଭଦ୍ରକ ଧାମନଗର ଜୟନଗର ସେବାଶ୍ରମ ସ୍କୁଲରେ ଖାଦ୍ୟକୁ ନେଇ ଚାଞ୍ଚଲ୍ୟକର ଅଭିଯୋଗ। ଖାଦ୍ୟରେ ଝିଟିପିଟି ପଡ଼ିଥିବା ଅଭିଯୋଗ ପରେ ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ନେଇ ଆତଙ୍କ ସୃଷ୍ଟି









