Sachin Tendulkar IPL Rule Changes : ସଚିନ ତେଣ୍ଡୁଲକରଙ୍କ ବଡ଼ ପ୍ରସ୍ତାବ IPLରେ Impact Player ନିୟମ ହଟୁ, ବୋଲରଙ୍କୁ ମିଳୁ ଅଧିକ ସୁଯୋଗ
IPLରେ ବ୍ୟାଟ୍ସମ୍ୟାନଙ୍କ ପ୍ରଭାବ ବଢ଼ୁଥିବା ବେଳେ ସଚିନ ତେଣ୍ଡୁଲକର ଖେଳରେ ସନ୍ତୁଳନ ଆଣିବା ପାଇଁ ବଡ଼ ପ୍ରସ୍ତାବ ଦେଇଛନ୍ତି। Impact Player ନିୟମ ବିଲୋପ, ବୋଲିଂ ପାୱାରପ୍ଲେ […]
