Koraput Truck Accident : ବଡ଼ ବିପଦରୁ ରକ୍ଷା! ବ୍ରେକ୍ ଫେଲ୍ ଟ୍ରକ ଗ୍ୟାସ ଏଜେନ୍ସିରେ ମାଡ଼ିଗଲା, ୧୫ରୁ ଅଧିକ ବାଇକ୍ ଚୁରମାର
କୋରାପୁଟରେ ବ୍ରେକ୍ ଫେଲ୍ ହୋଇ ଏକ ମାଲବାହୀ ଟ୍ରକ ଏଚପି ଗ୍ୟାସ ଏଜେନ୍ସି ଭିତରକୁ ମାଡ଼ିଯାଇଛି। ଘଟଣାରେ ୧୫ରୁ ଅଧିକ ମୋଟରସାଇକେଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସୌଭାଗ୍ୟବଶତଃ […]
