jagrutinews.com

!-- TradingView Widget BEGIN -->
!-- TradingView Widget BEGIN -->
Responsive Breaking News Ticker
!
BREAKING NEWS

ପର୍ବ ପର୍ବାଣି

ଓଡ଼ିଶା, ପର୍ବ ପର୍ବାଣି

ଆନନ୍ଦପୁରରେ ଆରମ୍ଭ ହେଲା ଭାଇଚାରା ଓ ସାଂସ୍କୃତିକ ଏକତାର ମହାପର୍ବ ଆନନ୍ଦପୁରମହୋତ୍ସବ

କଳା, ସଂସ୍କୃତି ଓ ଐତିହ୍ୟର ଅଦ୍ଭୁତ ସମନ୍ୱୟ ନେଇ ଆୟୋଜିତ ଏହି ଆନନ୍ଦପୁରମହୋତ୍ସବ ଆଗାମୀ ଛଅ ଦିନ ଧରି ଆନନ୍ଦପୁର ଷ୍ଟାଡିୟମ୍ ପରିସରରେ ଧୁମଧାମରେ ପାଳନ ହେବ। ସ୍ଥାନୀୟ ଆନନ୍ଦପୁର ବାସୀ ଙ୍କ ମଧ୍ୟରେ ଏହାକୁ ନେଇ ବିଶେଷ ଉତ୍ସାହ ଓ ଆନନ୍ଦର ପରିବେଶ ଦେଖାଦେଇଛି। ମହୋତ୍ସବର ଉଦ୍ଘାଟନୀ ଅବସରରେ ଧାର୍ମିକ ଓ ପାରମ୍ପରିକ ରୀତିନୀତିକୁ ଗୁରୁତ୍ୱ ଦିଆଯାଇଥିଲା। ଆନନ୍ଦପୁରମହୋତ୍ସବ ଅବସରରେ ଆୟୋଜିତ ଭବ୍ୟ ମଶାଲଶୋଭାଯାତ୍ରା ପ୍ରଥମେ ଘସିପୁରା ସ୍ଥିତ ଝାଡେଶ୍ଵର ମନ୍ଦିର ପରିସର ରୁ ଏକ … Read more

ଓଡ଼ିଶା, ପର୍ବ ପର୍ବାଣି

ଚୈତ୍ର ଚତୁର୍ଦଶୀରେ ମା ବ୍ରାହ୍ମଣୀଦେଇ ଙ୍କ ପବିତ୍ର ପର୍ବ: ଦେବଗଡ଼ର ଲୁକାୟିତ ଆଧ୍ୟାତ୍ମିକ ଓ ପ୍ରାକୃତିକ ସମ୍ପଦ

ଚୈତ୍ର ମାସର ପବିତ୍ର ଚତୁର୍ଦଶୀ ତିଥିରେ ଦେବଗଡ଼ ଜିଲ୍ଲାର ବଣିଆକଲିଣ୍ଡା ଗ୍ରାମରେ ମା ବ୍ରାହ୍ମଣୀଦେଇ ଙ୍କ ପର୍ବ ଭକ୍ତି ଓ ଆନନ୍ଦର ସହିତ ପାଳିତ ହୋଇଥାଏ। ପ୍ରକୃତିକ ସୁନ୍ଦର ପରିବେଷ ଘେରା ଏହି ପବିତ୍ର ସ୍ଥାନ ଏକ ପାହାଡ଼ ଧାରକୁ ଲାଗିଥିବା ଝରଣା ପାର୍ଶ୍ୱରେ ଅବସ୍ଥିତ, ଯାହା ଭକ୍ତମାନଙ୍କ ପାଇଁ ଆଧ୍ୟାତ୍ମିକ ଶାନ୍ତି ଓ ପ୍ରକୃତିକ ସୌନ୍ଦର୍ଯ୍ୟର ଅଦ୍ଭୁତ ସମନ୍ୱୟ ଉପସ୍ଥାପନ କରେ। ମା ବ୍ରାହ୍ମଣୀଦେଇ ଙ୍କ ପବିତ୍ର ପର୍ବ ରେ ବଣିଆକଲିଣ୍ଡା ଗ୍ରାମରେ ଭକ୍ତି, ପରମ୍ପରା … Read more

ଓଡ଼ିଶା, ପର୍ବ ପର୍ବାଣି

ଗଞ୍ଜାମ ରେ ପ୍ରସିଦ୍ଧ ଦଣ୍ଡଯାତ୍ରା ଆରମ୍ଭ ଦଣ୍ଡନାଚ ରେ ଦୁଲୁକୁଛି ଗାଁ ଦାଣ୍ଡ

ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରା ଆରମ୍ଭ ହୋଇ ସମଗ୍ର ଅଞ୍ଚଳକୁ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶରେ ଭରିଦେଇଛି। ଚୈତ୍ର ମାସ ପ୍ରବେଶ ସହିତ ଗାଁ ଠାରୁ ପୁର ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଦଣ୍ଡ କାଳୀଙ୍କ ଦଣ୍ଡ ନାଚ ରେ ଦାଣ୍ଡ ଦୁଲୁକୁଛି। ଘଣ୍ଟ, ଘଣ୍ଟା, ଝୁଣା ଓ ଧୂପର ସୁଗନ୍ଧରେ ପରିପୂର୍ଣ୍ଣ ପରିବେଶ ମଧ୍ୟରେ ଭକ୍ତମାନେ ମା’ କାଳୀଙ୍କ ଉପରେ ଅଟୁଟ ବିଶ୍ୱାସ ଓ ଭରଷା ରଖି ଏହି ପବିତ୍ର ଯାତ୍ରାରେ ସାମିଲ ହେଉଛନ୍ତି। ଦଣ୍ଡଯାତ୍ର ଆସ୍ଥା … Read more

ଓଡ଼ିଶା, ପର୍ବ ପର୍ବାଣି

ଆଗେଇ ଚାଲିଛି, ଲିଙ୍ଗରାଜ ମହୋତ୍ସବ

ପ୍ରତିବର୍ଷ ପରି ଚଳିତବର୍ଷ ରୁକୁଣା ରଥଯାତ୍ରା ସମୟରେ ଆୟୋଜିତ ହେଉଥିବା ଲିଙ୍ଗରାଜ ମହୋତ୍ସବ ଅନୁଷ୍ଠିତ ହେଉଅଛି। ଶ୍ରୀମତୀ ସୁରମା ପାଢ଼ୀ, ଏକାମ୍ର ସାଂସ୍କୃତିକ ପ୍ରକାଶନୀର ସଭାପତି ଶ୍ରୀ ସୁରେଶ କୁମାର ରାଉତରାୟ, ବିଧାୟକ ଶ୍ରୀ ବାବୁ ସିଂ, ସମ୍ପାଦକ ଶ୍ରୀ ସନତ ମିଶ୍ର, ଯୁଗ୍ମ ସମ୍ପାଦକ ପ୍ରଦ୍ୟୁମ୍ନ ମହାନ୍ତି,ଏକ ମନୋଜ୍ଞ ପରିବେଶରେ, ବାଚସ୍ପତି କୋଷାଧକ୍ଷ ରତିକାନ୍ତ ମହାସୁଆର, ଶିବାନନ୍ଦ ରାୟ, ରଶ୍ମି ମହାପାତ୍ର, ନୃତ୍ୟ ଗୁରୁ ପ୍ରତିଭା ପଣ୍ଡା ପ୍ରମୁଖ ଯୋଗ ଦେଇ, ମହାପ୍ରଭୁ ଙ୍କ ନିକଟରେ … Read more

ଓଡ଼ିଶା, ପର୍ବ ପର୍ବାଣି

ଗୋପାଳପ୍ରସାଦରେ ଅବସ୍ଥିତ ମା ହିଙ୍ଗୁଳା ପୀଠରେ ଆରମ୍ଭ ହୋଇଛି ପ୍ରସିଦ୍ଧ ଚୈତ୍ର ଯାତ୍ରା।

ମା ହିଙ୍ଗୁଳା ଙ୍କ ନବଦିନୀୟ ପୂଜା ସହ ପାଟବରୀ ଉତ୍ସବ ହେଉଛି ମୁଖ୍ୟ ଆକର୍ଷଣ, ଯେଉଁଠାରେ ହଜାର ହଜାର ଭକ୍ତ ଯୋଗ ଦେଉଛନ୍ତି। ସ୍ଥାନୀୟ ଅଞ୍ଚଳରେ ଏହା ଏକ ବଡ଼ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପର୍ବ ଭାବେ ପାଳିତ ହେଉଛି। ଏଠାରେ ମା’ଙ୍କୁ ଅଗ୍ନି ସ୍ୱରୂପା ରୂପ ରେ ଭକ୍ତ ଙ୍କୁ ଦର୍ଶନ ଦିଅନ୍ତି ଏଠାରେ ମା ହିଙ୍ଗୁଳା ଅଗ୍ନିସ୍ୱରୂପା ଭାବେ ଖ୍ୟାତ ଅନୁଗୋଳ ଜିଲ୍ଲାର ତାଳଚେର ନିକଟବର୍ତ୍ତୀ ଗୋପାଳପ୍ରସାଦରେ ପୂଜିତ ମା ହିଙ୍ଗୁଳା ଅଗ୍ନି ସ୍ୱରୂପା … Read more

Scroll to Top