jagrutinews.com

!-- TradingView Widget BEGIN -->
!-- TradingView Widget BEGIN -->
Responsive Breaking News Ticker
!
BREAKING NEWS
ଓଡ଼ିଶା

କାଳବୈଶାଖୀ ତାଣ୍ଡବ ପ୍ରଭାବରେ ଆନନ୍ଦପୁର ଅଞ୍ଚଳ ଅସ୍ତବ୍ୟସ୍ତ

ଆନନ୍ଦପୁର ଅଞ୍ଚଳରେ କାଳବୈଶାଖୀ ର ପ୍ରଭାବରୁ ପ୍ରବଳ ବର୍ଷା ସହ ଝଡ଼ ପବନ ମାଡ଼ ହେଇଛି । ହଠାତ୍ କାଳବୈଶାଖୀ ର ତାଣ୍ଡବ ଯୋଗୁଁ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିବା ସହିତ ଯୋଗାଯୋଗ ବ୍ୟବସ୍ଥା ଓ ଯାତାୟାତରେ ବାଧାପ୍ରାପ୍ତ ହୋଇଛି। କାଳବୈଶାଖୀ ପ୍ରଭାବ ପ୍ରବଳ ବର୍ଷା ଓ ପବନ ସହ କୂଆ ପଥର ମାଡ଼ କାଳବୈଶାଖୀର ତୀବ୍ର ପବନ ଓ ଆଶଳା ବର୍ଷା ଯୋଗୁଁ ଆନନ୍ଦପୁର … Read more

ଓଡ଼ିଶା

କାଞ୍ଜୁ ନାଏକଙ୍କ ପରିବାର ର ଏହି ଆନ୍ଦୋଳନ ପରେ ପ୍ରଶାସନ ଦେଲା ପ୍ରତିଶ୍ରୁତି

ଦେବଗଡ଼ ଜିଲ୍ଲାରେ ଜମି ଅଧିଗ୍ରହଣ ପରେ ଯଥାଚିତ କ୍ଷତି ପୂରଣ ରାଶି ନ ମିଳିବାକୁ ନେଇ ଆଜି ଏକ ଏହି ଆନ୍ଦୋଳନ ଦେଖିବାକୁ ମିଳିଛି। ଯାହା ଫଳ ରେ କିଛି ସମୟ ପାଇଁ ଜାତୀୟ ରାଜପଥ ୪୯ (NH-49) ଉପରେ ଯାତାୟାତକୁ ପ୍ରଭାବିତ ହୋଇଥିଲା । ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅଧୀନ କଲା ଗ୍ରାମରେ ଘଟିଥିବା ଏହି ରାସ୍ତା ଅବରୋଧ ଘଟଣାର ପଛରେ ଦୀର୍ଘଦିନର ଅସନ୍ତୋଷ ଓ ନିରନ୍ତର ଦାବି ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, … Read more

କ୍ରୀଡ଼ା

IPL 2026: ଗ୍ରାଉଣ୍ଡ କୁ ଫେରିବା ତାରିଖ ସ୍ପଷ୍ଟ ନଥିବାରୁ MS DHONI ଙ୍କ ଫିଟନେସ କୁ ନେଇ ଚିନ୍ତିତ CSK

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗ୍ ସେମାନଙ୍କର ବିଶିଷ୍ଠ ଖେଳାଳି ଏବଂ ପୂର୍ବତନ ଅଧିନାୟକ MS DHONI ଙ୍କ ପ୍ରତ୍ୟାବର୍ତନ କୁ ନେଇ ଅନିଶ୍ଚିତତା ବୃଦ୍ଧି ପାଉଛି। ଆଇପିଏଲ ୨୦୨୬ ସିଜିନ ଗତିଶୀଳ ହେବା ସହିତ ଅଭିଜ୍ଞ ୱିକେଟକିପର-ବ୍ୟାଟସମ୍ୟାନ ଏବେ ବି ପୂର୍ଣ୍ଣ ଫିଟନେସ ଠାରୁ ବହୁତ ଦୂରରେ ଅଛନ୍ତି। ରିପୋର୍ଟ ଅନୁଯାୟୀ, ଧୋନି ବର୍ତ୍ତମାନ ମାଂସପେଶୀରେ ଆଘାତ ପାଇଁ ପୁନର୍ବାସନ ପ୍ରକ୍ରିୟାରେ ଅଛନ୍ତି ଏବଂ ଏପ୍ରିଲ ୧୧ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସିଏସକେ ର ଆଗାମୀ ମୁକାବିଲା … Read more

ଓଡ଼ିଶା, ପର୍ବ ପର୍ବାଣି

ଆନନ୍ଦପୁରରେ ଆରମ୍ଭ ହେଲା ଭାଇଚାରା ଓ ସାଂସ୍କୃତିକ ଏକତାର ମହାପର୍ବ ଆନନ୍ଦପୁରମହୋତ୍ସବ

କଳା, ସଂସ୍କୃତି ଓ ଐତିହ୍ୟର ଅଦ୍ଭୁତ ସମନ୍ୱୟ ନେଇ ଆୟୋଜିତ ଏହି ଆନନ୍ଦପୁରମହୋତ୍ସବ ଆଗାମୀ ଛଅ ଦିନ ଧରି ଆନନ୍ଦପୁର ଷ୍ଟାଡିୟମ୍ ପରିସରରେ ଧୁମଧାମରେ ପାଳନ ହେବ। ସ୍ଥାନୀୟ ଆନନ୍ଦପୁର ବାସୀ ଙ୍କ ମଧ୍ୟରେ ଏହାକୁ ନେଇ ବିଶେଷ ଉତ୍ସାହ ଓ ଆନନ୍ଦର ପରିବେଶ ଦେଖାଦେଇଛି। ମହୋତ୍ସବର ଉଦ୍ଘାଟନୀ ଅବସରରେ ଧାର୍ମିକ ଓ ପାରମ୍ପରିକ ରୀତିନୀତିକୁ ଗୁରୁତ୍ୱ ଦିଆଯାଇଥିଲା। ଆନନ୍ଦପୁରମହୋତ୍ସବ ଅବସରରେ ଆୟୋଜିତ ଭବ୍ୟ ମଶାଲଶୋଭାଯାତ୍ରା ପ୍ରଥମେ ଘସିପୁରା ସ୍ଥିତ ଝାଡେଶ୍ଵର ମନ୍ଦିର ପରିସର ରୁ ଏକ … Read more

ଅପରାଧ

ଗୋମାଫିଆ ଙ୍କ ଘରେ ପୋଲିସ ଚଢ଼ାଉ ବିପୁଳ ନଗଦଟଙ୍କା ଓ ଅସ୍ତ୍ର ଜବତ

ଭଦ୍ରକ ଜିଲ୍ଲାରେ ଗୋମାଫିଆ ଓ ଅବୈଧ ଗୋ ଚାଲାଣ ନେଇ ପୋଲିସ ଆଜି ବଡ଼ ଅପରେସନ୍ ଆରମ୍ଭ କରିଛି। ଏକ ସୁନିୟନ୍ତ୍ରିତ ଯୋଜନା ଓ ଅଭିଯାନରେ ଭଦ୍ରକ ପୋଲିସ ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରି ଗୋ ମାଫିଆ ବିଛେଇଥିବା ଜାଲକୁ ଭଙ୍ଗିବାକୁ ଚେଷ୍ଟା କରୁଛି। ପୁରୁଣା ବଜାର ଓ ଗୁଜି ଦରଡା ଅଞ୍ଚଳ ସହିତ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନଗୁଡିକରେ ଏହି ଚଢ଼ାଉ ଜାରି କରାଯାଇଥିଲା । ଗୋମାଫିଆ ଙ୍କୁ ଧରିବା ସହ ଏହି ଅଭିଯାନ ର … Read more

ଦୁର୍ଘଟଣା

ପୁରୁଷୋତ୍ତମପୁର ରେ ଭୟାବହ ସଡ଼କ ଦୁର୍ଘଟଣା

ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ବ୍ଲକ ଉପକଣ୍ଠ ବଡ଼ଶଙ୍ଖ ନିକଟରେ ଆଜି ରାତ୍ର ସାଢେ ୮ଟା ସମୟରେ ଘଟିଛି ଏକ ଅତ୍ୟନ୍ତ ଦୁଃଖଦ ଓ ଭୟାବହ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣା ରେ ଜଣେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ଝିଅ ଗୁରୁତର ଆହତ ହୋଇଛନ୍ତି। ଘଟଣା ପରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭୟ ଓ ଆକ୍ରୋଶର ପରିବେଶ ସୃଷ୍ଟି ହୋଇଛି। ସୂଚନା ଅନୁସାରେ, କୋଦଳା ଥାନା ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତର ସାରୁବନ୍ଧା ଗ୍ରାମର ବାସିନ୍ଦା … Read more

ଓଡ଼ିଶା

ରେଙ୍ଗାଳି ବୁଡି କ୍ଷତିଗ୍ରସ୍ତ ପ୍ରଜାସଂଘର ସର୍ତ୍ତମୂଳକ ସମର୍ଥନ: ମାଙ୍କଡା ମଧ୍ୟମ ପ୍ରକଳ୍ପ ଉପରେ ବିସ୍ତୃତ ବିଶ୍ଳେଷଣ ଓ ଖବର

ରେଙ୍ଗାଳି ବୁଡି କ୍ଷତିଗ୍ରସ୍ତ ପ୍ରଜାସଙ୍ଘ ପକ୍ଷରୁ ମାଙ୍କଡା ମଧ୍ୟମ ପ୍ରକଳ୍ପ ନିର୍ମାଣକୁ ସର୍ତ୍ତମୂଳକ ସମର୍ଥନ ।୧୦ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଉପଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି। ପାଳଲହଡା ଅଞ୍ଚଳରେ ପୁନର୍ବାର ଏକ ବୃହତ୍ ଉନ୍ନୟନ ପ୍ରକଳ୍ପକୁ ନେଇ ଚର୍ଚ୍ଚା ତୀବ୍ର ହୋଇଛି। ମାଙ୍କଡା କୋଳିପାଳ ମଧ୍ୟମ ନଦୀବନ୍ଧ ପ୍ରକଳ୍ପକୁ ନେଇ ରେଙ୍ଗାଳି ବୁଡି କ୍ଷତିଗ୍ରସ୍ତ ପ୍ରଜାସଂଘ ଏକ ସ୍ପଷ୍ଟ ମତ ପ୍ରକାଶ କରିଛି। ସଂଘ ପକ୍ଷରୁ କୁହାଯାଇଛି ଯେ, ସେମାନେ ବିକାଶ ବିରୋଧୀ ନୁହଁନ୍ତି, … Read more

ଓଡ଼ିଶା

ଅଭିଯୋଗ କଲେ ସାମ୍ବାଦିକ ଙ୍କୁ ମିଳୁଛି ଧମକ: ଶେରଗଡ଼ରେ ବନୀକରଣ ଅର୍ଥ ହରିଲୁଟ ଅଭିଯୋଗ

ହିଞ୍ଜିଳିକାଟୁ ଅଞ୍ଚଳରେ ବନୀକରଣ କାର୍ଯ୍ୟକ୍ରମ ପାଇଁ ଆସୁଥିବା ସରକାରୀ ଅର୍ଥରେ ଅନିୟମିତତା ଓ ହରିଲୁଟ ନେଇ ଗୁରୁତର ଅଭିଯୋଗ ଆସିଛି। ଏହି ଅଭିଯୋଗକୁ ସାମ୍ନାକୁ ଆଣିବା ପରେ ଜଣେ ସାମ୍ବାଦିକ ଙ୍କୁ ଧମକ ମିଳୁଥିବା,ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି। ବନୀକରଣ ପ୍ରକଳ୍ପରେ ଅନିୟମିତତା ଅଭିଯୋଗ। ବନୀକରଣ ପାଇଁ ମଞ୍ଜୁର ହୋଇଥିବା ଅର୍ଥ ସର୍ବସାଧାରଣଙ୍କ ଉପକାର ପାଇଁ ହେଉଥିବା ସତ୍ତ୍ୱେ, ଏହାର ବ୍ୟବହାର ନେଇ ଅନେକ ପ୍ରଶ୍ନ ଉଠିଛି। ସୂଚନା ଫଳକରେ ଉଲ୍ଲେଖ ଥିବା କାର୍ଯ୍ୟ ଓ ଭୂମିସ୍ତରରେ … Read more

ଓଡ଼ିଶା

ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଓ ହାଇଟେକ୍ ମେଡିକାଲ ପକ୍ଷରୁ ଅଳତିରେ ବିଶାଳ ସ୍ୱାସ୍ଥ୍ୟ ଶିବିର

ଏହି ବିଶାଳ ସ୍ୱାସ୍ଥ୍ୟ ଶିବିର ସମାଜସେବା ଓ ସ୍ୱାସ୍ଥ୍ୟ ସଚେତନତାର ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଅଳତି ଗ୍ରାମରେ ସମ୍ପ୍ରତି ଆୟୋଜିତ ହୋଇଥିବା ଏକ ଦିନିକିଆ ବିଶାଳ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ସ୍ଥାନୀୟ ଅଞ୍ଚଳରେ ଏକ ଦୃଷ୍ଟାନ୍ତ ସୃଷ୍ଟି କରିଛି। ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଓ ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ ର ମିଳିତ ଉଦ୍ୟମ ରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଗ୍ରାମାଞ୍ଚଳର ଲୋକ ମାନଙ୍କ ପାଇଁ ସ୍ୱାସ୍ଥ୍ୟସେବା କୁ ସହଜ … Read more

ଓଡ଼ିଶା, ମନୋରଞ୍ଜନ

AAFAA ଶେଷ ନୁହେଁ… ଏକ ନୂଆ ଆରମ୍ଭ

କିଛି କାହାଣୀ ଆମେ ଦେଖୁ…କିଛି କାହାଣୀ ଆମେ ଅନୁଭବ କରୁ… AAFAA ସେହି କାହାଣୀ —ଯାହା ଆପଣଙ୍କୁ ନିଜ ଜୀବନକୁ ନୂଆ ଭାବରେ ଭାବିବାକୁ ବାଧ୍ୟ କରିବ। ଆମେ ସମସ୍ତେ ଭାବୁଥାଉ — ଜୀବନରେ ଆଉ ବହୁତ ସମୟ ଅଛି ଆଜି କହିବାକୁ ଥିବା କଥା ଆସନ୍ତାକାଲି କହିଦେବୁ…ଆଜି ଆଲିଙ୍ଗନ କରିବାକୁ ଥିବା ଲୋକଙ୍କୁ ପରେ ଦେଖିବୁ…କିନ୍ତୁ…ସମୟ ସବୁବେଳେ ଆମ ପାଇଁ ଅପେକ୍ଷା କରେନାହିଁ। AAFAA – Life After Life ଏକ ସାଧାରଣ ପରିବାରର କାହାଣୀ। … Read more

Scroll to Top