ଆନନ୍ଦପୁରରେ ଆରମ୍ଭ ହେଲା ଭାଇଚାରା ଓ ସାଂସ୍କୃତିକ ଏକତାର ମହାପର୍ବ ଆନନ୍ଦପୁରମହୋତ୍ସବ
କଳା, ସଂସ୍କୃତି ଓ ଐତିହ୍ୟର ଅଦ୍ଭୁତ ସମନ୍ୱୟ ନେଇ ଆୟୋଜିତ ଏହି ଆନନ୍ଦପୁରମହୋତ୍ସବ ଆଗାମୀ ଛଅ ଦିନ ଧରି ଆନନ୍ଦପୁର ଷ୍ଟାଡିୟମ୍ ପରିସରରେ ଧୁମଧାମରେ ପାଳନ ହେବ। ସ୍ଥାନୀୟ ଆନନ୍ଦପୁର ବାସୀ ଙ୍କ ମଧ୍ୟରେ ଏହାକୁ ନେଇ ବିଶେଷ ଉତ୍ସାହ ଓ ଆନନ୍ଦର ପରିବେଶ ଦେଖାଦେଇଛି। ମହୋତ୍ସବର ଉଦ୍ଘାଟନୀ ଅବସରରେ ଧାର୍ମିକ ଓ ପାରମ୍ପରିକ ରୀତିନୀତିକୁ ଗୁରୁତ୍ୱ ଦିଆଯାଇଥିଲା। ଆନନ୍ଦପୁରମହୋତ୍ସବ ଅବସରରେ ଆୟୋଜିତ ଭବ୍ୟ ମଶାଲଶୋଭାଯାତ୍ରା ପ୍ରଥମେ ଘସିପୁରା ସ୍ଥିତ ଝାଡେଶ୍ଵର ମନ୍ଦିର ପରିସର ରୁ ଏକ … Read more




