jagrutinews.com

!-- TradingView Widget BEGIN -->
!-- TradingView Widget BEGIN -->
Responsive Breaking News Ticker
!
BREAKING NEWS

Author name: Jagruti News

ଓଡ଼ିଶା

ଡବଲ ଇଞ୍ଜିନ ର ଡବଲ ବିକାଶଭଙ୍ଗା ଦଦରା ବିପଦ ସଂକୁଳ ଘରେ ଚାଲିଛି ଡ଼ାଲ ଗ୍ରାମ ଅଙ୍ଗନବାଡି ରେ ଛୁଆ ଙ୍କ ବିକାଶ

ଓଡିଶାରେ ଡବଲ ଇଞ୍ଜିନ ସରକାରଙ୍କ ଡବଲ ବିକାଶର ଦାବି ମଧ୍ୟରେ ପ୍ରକୃତ ସତ୍ୟ ଚିତ୍ର ଅନ୍ୟ କିଛି କଥା କହୁଛି। ଗ୍ରାମାଞ୍ଚଳରେ ଏପର୍ଯ୍ୟନ୍ତ ଅନେକ ଅଙ୍ଗନବାଡି କେନ୍ଦ୍ର ରେ ଭଙ୍ଗା, ଦଦରା ଏବଂ ବିପଦସଂକୁଳ ଶ୍ରେଣୀ ଗୃହ ରେ କୋମଳ ମତି ଶିଶୁ ମାନଙ୍କ ଚାଲିଛି ପାଠ ପଢା । ବର୍ଷା ହେଲେ ଶ୍ରେଣୀ ଗୃହ ରେ ଆଣ୍ଠୁଏ ପାଣି , ଶ୍ରେଣୀ ଗୃହ କାନ୍ଥ ଭାଙ୍ଗି ପଡିବାର ଭୟ ସବୁବେଳେ ଲାଗି ରହେ। ଏହିପରି ପରିସ୍ଥିତିରେ … Read more

ଅପରାଧ, ଓଡ଼ିଶା

ପୁଣି ଏକ କଳଙ୍କିତ ଅଧ୍ୟାୟ ରଚିଲା ଓଡିଶା ପୋଲିସ

ଏକ ଦୁଷ୍କର୍ମ ପୀଡିତାଙ୍କୁ ହଇରାଣ ଏବଂ ଅର୍ଥ ଆଦାୟ ବିଷୟକୁ ନେଇ ଓଡିଶା ପୋଲିସ ପୁଣି ଥରେ କଳା କାରନାମା ରଚିଛି ଏବଂ ଏହାକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଉପସ୍ଥିତ ସାମ୍ବାଦିକଙ୍କୁ ସମ୍ବୋଧିତ କରି ଓଡିଶା ପ୍ରଦେଶ କଂଗ୍ରେସର ମୁଖପାତ୍ର ଶ୍ରୀ ବିଭୁତି ଭୂଷଣ ମହାପାତ୍ର ରାଜ୍ୟରେ ଆଇନ ଓ ମହିଳାଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତି ଚିନ୍ତା ପ୍ରକଟ କରି ଗୃହ ବିଭାଗ ଉପରେ ଖୁବ ବର୍ଷିଛନ୍ତି । … Read more

ଓଡ଼ିଶା

ପାଣି ପାଇଁ ଡହଳ ବିକଳ ସିକୁଳା ଗ୍ରାମ ଭାଙ୍ଗିଗଲା ମୁଖ୍ୟ ପାଇପ ଲାଇନ, ଅସହାୟ ଗ୍ରାମବାସୀ

ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ସିକୁଳା ଗ୍ରାମରେ ପାଣି ସଙ୍କଟ ଏବେ ଚରମ ସୀମାକୁ ପହଞ୍ଚିଛି। ଗ୍ରୀଷ୍ମ ଋତୁ ଆରମ୍ଭ ସହିତ ଗ୍ରାମବାସୀ ଙ୍କ ଦୈନନ୍ଦିନ ଜୀବନ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡିଛି। ଏକ ଦିଗରେ ପାଣି ଅଭାବ, ଅନ୍ୟ ଦିଗରେ ପ୍ରଶାସନର ଅବହେଳା ଏହି ଦୁଇଟି ସମସ୍ୟା ମିଶି ଗ୍ରାମରେ ଗଭୀର ସଙ୍କଟ ସୃଷ୍ଟି କରିଛି। ଦୀର୍ଘଦିନର ସମସ୍ୟା ସିକୁଳା ଗ୍ରାମରେ ପାଣି ସମସ୍ୟା କୌଣସି ନୂଆ ଘଟଣା ନୁହେଁ। ଦୀର୍ଘଦିନ ଧରି ଗ୍ରାମବାସୀ ମାନେ … Read more

ଅପରାଧ, ଓଡ଼ିଶା

ରାଜଧାନୀ ଭୁବନେଶ୍ୱରରେ ଘୁଙ୍ଗୁରୁ ମିଶ୍ର ଙ୍କୁ ଦୁଷ୍କର୍ମ ପ୍ରସଙ୍ଗ

ଭୁବନେଶ୍ୱର : ଦୁଷ୍କର୍ମ ପୀଡ଼ିତା ଘୁଙ୍ଗୁରୁ ମିଶ୍ର ଙ୍କୁ ନ୍ୟାୟ ପ୍ରଦାନରେ ସରକାର ବିଫଳ ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜଣାଇଥିଲେ ମଧ୍ୟ ନ୍ୟାୟ ମିଳିଲାନି ପୀଡ଼ିତାଙ୍କ ଠାରୁ ପଇସା ଓ ନେଗେଟିଭ୍ ଫେବର ମାଗୁଛି ପୋଲିସ୍ରା।ଜଧାନୀ ଭୁବନେଶ୍ୱରରେ ୨୦୨୫ ଜୁନ୍ ମାସରେ ଘୁଙ୍ଗୁର ମିଶ୍ର ନାମକ ଜଣେ ମହିଳାଙ୍କ ସହତି ହୋଇଥିବା ଦୁଷ୍କର୍ମ ଘଟଣାକୁ ବର୍ଷେ ପୂରିବାକୁ ଯାଉଥିବା ବେଳେ ପୀଡ଼ିତା ଜଣକ ନ୍ୟାୟ ପାଇବା ପାଇଁ ବାରମ୍ବାର ପୋଲିସ୍ର ଦ୍ୱାରସ୍ଥ ହୋଇ ନିରାଶ ହୋଇଥିଲେ। … Read more

ଓଡ଼ିଶା

ବ୍ରହ୍ମାସ୍ତ୍ର ୨୦୨୬: ଓଡ଼ିଶାର ସର୍ବବୃହତ ବି-ଫେଷ୍ଟ RCM ରେ ଆରମ୍ଭ

ଭୁବନେଶ୍ୱରର ଆଞ୍ଚଳିକ ପରିଚାଳନା ମହାବିଦ୍ୟାଳୟ (RCM) ପୁଣିଥରେ ଓଡ଼ିଶାର ସବୁଠାରୁ ବଡ଼ ଓ ପ୍ରତିଷ୍ଠିତ ବି-ଫେଷ୍ଟ ବ୍ରହ୍ମାସ୍ତ୍ର ୨୦୨୬ ଆୟୋଜନ ପାଇଁ ପ୍ରସ୍ତୁତ। ଏପ୍ରିଲ ୭ ରୁ ଏପ୍ରିଲ ୧୧ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପୀ ଏହି ମହୋତ୍ସବ ଏକ ସାଧାରଣ କଲେଜ କ୍ୟାମ୍ପସକୁ ଏକ ଉଚ୍ଚ-ସ୍ତରୀୟ ପ୍ରତିଯୋଗିତାମୂଳକ ଆରେନାରେ ପରିଣତ କରିବ। ଏଠାରେ ଶିକ୍ଷା, ବ୍ୟବସାୟ, ସଂସ୍କୃତି, କ୍ରୀଡା ଓ ଉଦ୍ୟୋଗୀତାର ଏକ ସମନ୍ୱିତ ମଞ୍ଚ ସୃଷ୍ଟି ହେବ। ଏହି ବର୍ଷର ବ୍ରହ୍ମାସ୍ତ୍ର ପୂର୍ବ ବର୍ଷ … Read more

ଓଡ଼ିଶା, ପର୍ବ ପର୍ବାଣି

ଚୈତ୍ର ଚତୁର୍ଦଶୀରେ ମା ବ୍ରାହ୍ମଣୀଦେଇ ଙ୍କ ପବିତ୍ର ପର୍ବ: ଦେବଗଡ଼ର ଲୁକାୟିତ ଆଧ୍ୟାତ୍ମିକ ଓ ପ୍ରାକୃତିକ ସମ୍ପଦ

ଚୈତ୍ର ମାସର ପବିତ୍ର ଚତୁର୍ଦଶୀ ତିଥିରେ ଦେବଗଡ଼ ଜିଲ୍ଲାର ବଣିଆକଲିଣ୍ଡା ଗ୍ରାମରେ ମା ବ୍ରାହ୍ମଣୀଦେଇ ଙ୍କ ପର୍ବ ଭକ୍ତି ଓ ଆନନ୍ଦର ସହିତ ପାଳିତ ହୋଇଥାଏ। ପ୍ରକୃତିକ ସୁନ୍ଦର ପରିବେଷ ଘେରା ଏହି ପବିତ୍ର ସ୍ଥାନ ଏକ ପାହାଡ଼ ଧାରକୁ ଲାଗିଥିବା ଝରଣା ପାର୍ଶ୍ୱରେ ଅବସ୍ଥିତ, ଯାହା ଭକ୍ତମାନଙ୍କ ପାଇଁ ଆଧ୍ୟାତ୍ମିକ ଶାନ୍ତି ଓ ପ୍ରକୃତିକ ସୌନ୍ଦର୍ଯ୍ୟର ଅଦ୍ଭୁତ ସମନ୍ୱୟ ଉପସ୍ଥାପନ କରେ। ମା ବ୍ରାହ୍ମଣୀଦେଇ ଙ୍କ ପବିତ୍ର ପର୍ବ ରେ ବଣିଆକଲିଣ୍ଡା ଗ୍ରାମରେ ଭକ୍ତି, ପରମ୍ପରା … Read more

ଓଡ଼ିଶା

ଭଞ୍ଜନଗର ପ୍ରଶାସନ ର ଅଚାନକ ଚଢ଼ାଉ ୨୪ରୁ ଉର୍ଦ୍ଧ ବେଆଇନ ଗ୍ୟାସସିଲିଣ୍ଡର ଜବତ

ରାଜ୍ୟବାସୀ ଗ୍ୟାସସିଲିଣ୍ଡର ସଂକଟ ମଧ୍ୟ ଦେଇ ଗତି କରୁଛନ୍ତି। ବୁକିଂକରୁଥିଲେ ମଧ୍ୟ ମିଳିପାରୁନି ହେଲେ ଘରୋଇ ଗ୍ୟାସ୍ ଢାବା, ହୋଟେଲ,ଚା’ ଓ ଜଳଖିଆ ଦୋକାନ ମାନଙ୍କ ରେ ଉପଲବ୍ଧ ଥିବା ଦେଖିବାକୁ ମିଳୁଛି । କେବଳ ସେତିକି ନୁହେଁ ଛୋଟଛୋଟ ଗ୍ୟାସ୍ ଟାଙ୍କିରେ ଭତ୍ତୀ ନିମନ୍ତେ କେତେକ ଅସାଧୁ ବ୍ୟବସାୟୀଙ୍କ ପାଖରେ ମଧ୍ୟ ଗ୍ୟାସ୍ ସିଲିଣ୍ଡର୍ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଥିବା ସୂଚନା ମିଳୁଛି। ଘରୋଇ ଗ୍ୟାସର ସିଲିଣ୍ଡର। ସାରା ଦେଶରେ ଗ୍ୟାସ ସମସ୍ୟା ଦେଖା ଦେଉଥିବା … Read more

ଅପରାଧ, ଓଡ଼ିଶା

ପୂର୍ବ ଶତ୍ରୁତା କୁ ନେଇ ଘଟିଗଲା ବଡ଼ ଅଘଟଣ ପୋଲିସ କୁ ମିଳିଲା ବଡ଼ ସଫଳତା

ଭଦ୍ରକ ଜିଲ୍ଲାର ବନ୍ତ ଥାନା ଅଞ୍ଚଳରେ ଘଟିଥିବା ଏହି ସାଂଘାତିକ ଛୁରାମାଡ଼ ଘଟଣା ଅଞ୍ଚଳରେ ଭୟ ଓ ଆତଙ୍କ ସୃଷ୍ଟି କରିଛି। ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଦୁଇ ଯୁବକଙ୍କ ଉପରେ ହୋଇଥିବା ଏହି ମରଣାନ୍ତକ ଆକ୍ରମଣ ଆଜିର ସମାଜରେ ବୃଦ୍ଧି ପାଉଥିବା ହିଂସାର ଏକ ଦୁଃଖଦ ଉଦାହରଣ ଭାବେ ପ୍ରକାଶ ପାଇଛି। ବନ୍ତ ପୋଲିସ କୁ ମିଳିଛି ବଡ଼ ସଫଳତା। ବହୁତ ତଦନ୍ତ ଅନୁସନ୍ଧାନ କରିବା ପରେ ଅପରାଧୀ ମାନଙ୍କୁ ଗିରଫ କରିବା ସହ … Read more

ଓଡ଼ିଶା, ରାଜନୀତି

ମହାନ ରାଜନେତା ହେଇ ରହିବେ ବିଜୁବାବୁ ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ନିଶିକାନ୍ତ ଦୁବେ

ନୂଆଦିଲ୍ଲୀ : ପୂର୍ବତନ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଉପରେ ‘ସିଆଇଏ ଲିଙ୍କ୍’ ମନ୍ତବ୍ୟ ପାଇଁ ନିଶିକାନ୍ତ ଦୁବେ କ୍ଷମା ମାଗିଛନ୍ତି। ୧୯୬୨ ମସିହାରେ ଚୀନ୍ ସହିତ ଯୁଦ୍ଧ ସମୟରେ ପୂର୍ବତନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିଜୁବାବୁ ଙ୍କ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ସିଆଇଏ ମଧ୍ୟରେ ଏକ ଲିଙ୍କ ଥିଲେ ବୋଲି ଦାବି କରିବା ପରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ବୁଧବାର ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ବିଜୁବାବୁ ଙ୍କ ଉପରେ ଆରୋପ ଲଗେଇବା ପରେ ପୁର୍ନବାର କ୍ଷମା … Read more

ଓଡ଼ିଶା, ପର୍ବ ପର୍ବାଣି

ଗଞ୍ଜାମ ରେ ପ୍ରସିଦ୍ଧ ଦଣ୍ଡଯାତ୍ରା ଆରମ୍ଭ ଦଣ୍ଡନାଚ ରେ ଦୁଲୁକୁଛି ଗାଁ ଦାଣ୍ଡ

ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରା ଆରମ୍ଭ ହୋଇ ସମଗ୍ର ଅଞ୍ଚଳକୁ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶରେ ଭରିଦେଇଛି। ଚୈତ୍ର ମାସ ପ୍ରବେଶ ସହିତ ଗାଁ ଠାରୁ ପୁର ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଦଣ୍ଡ କାଳୀଙ୍କ ଦଣ୍ଡ ନାଚ ରେ ଦାଣ୍ଡ ଦୁଲୁକୁଛି। ଘଣ୍ଟ, ଘଣ୍ଟା, ଝୁଣା ଓ ଧୂପର ସୁଗନ୍ଧରେ ପରିପୂର୍ଣ୍ଣ ପରିବେଶ ମଧ୍ୟରେ ଭକ୍ତମାନେ ମା’ କାଳୀଙ୍କ ଉପରେ ଅଟୁଟ ବିଶ୍ୱାସ ଓ ଭରଷା ରଖି ଏହି ପବିତ୍ର ଯାତ୍ରାରେ ସାମିଲ ହେଉଛନ୍ତି। ଦଣ୍ଡଯାତ୍ର ଆସ୍ଥା … Read more

Scroll to Top