Polsara Women Rights Rally : ପୋଲସରାରେ ନାରୀ ଅଧିକାର ନେଇ ବିଶାଳ ରାଲି ସରକାର ଉପରେ ଗର୍ଜିଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ
ପୋଲସରାରେ ନାରୀ ଅଧିକାର ଓ ସୁରକ୍ଷା ଦାବିରେ ବିଶାଳ ରାଲି ଆୟୋଜିତ ହୋଇଛି। ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ସରକାରଙ୍କ ବିଫଳତାକୁ ନେଇ କଡ଼ା ସମାଲୋଚନା କରିଛନ୍ତି।









