IPL 2026ରେ ଧୋନି ନେଇ ଚିନ୍ତା
CSK ପାଇଁ ବଡ଼ ସମସ୍ୟା ହେଉଛି ତାଙ୍କ ଫିଟନେସ୍
ସମ୍ପୂର୍ଣ ଫିଟ୍ ନୁହେଁ ଧୋନି
ଦଳକୁ ଫେରିବା ତାରିଖ ଅସ୍ପଷ୍ଟ
ଆଘାତରୁ ପୁନର୍ବାସ
ମାଂସପେଶୀ ଆଘାତ ପରେ ଚିକିତ୍ସା ଚାଲିଛି
ଦିଲ୍ଲୀ ମ୍ୟାଚ୍ ସନ୍ଦେହ
DC ବିପକ୍ଷରେ ଖେଳିବା ସମ୍ଭାବନା କମ୍
By jagruti news
wed 8th april
ଫିଟ୍ ହେବାକୁ ସମୟ ଲାଗିପାରେ
ଚେନ୍ନାଇରେ ଟ୍ରେନିଂ
ଫିଜିଓ ଓ ସପୋର୍ଟ ଷ୍ଟାଫ୍ ସହ କାମ କରୁଛନ୍ତି
CSK ର ଖରାପ ଆରମ୍ଭ
ଲଗାତାର 3ଟି ମ୍ୟାଚ୍ ହାରିଛି ଟିମ୍
ଟିମ୍କୁ ତାଙ୍କ ନେତୃତ୍ୱ ଖୁବ ଜରୁରୀ