ଓଲିଉଡ ଦୁନିଆ ରୁ ଆସିଛି ଏକ ବଡ ଖବର

ଓଲିଉଡ୍ ଦୁନିଆରୁ ଆସିଛି ଏକ ବଡ଼ ଖବର। ଜଣେ କଳାକାରର ଜୀବନ, ତା’ର ସଂଘର୍ଷ ଏବଂ ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ଜିଦ୍କୁ ନେଇ ନିର୍ମାଣ ହୋଇଛି ଏକ ନିଆରା ଚଳଚ୍ଚିତ୍ର।ଯାହାର ନାମ ହେଉଛି ‘ଲକ୍ଷପଥ – The Life of an Artist’। କୁହାଯାଏ, ସ୍ୱପ୍ନ ସେଇଟା ନୁହେଁ ଯାହା ଆମେ ଶୋଇକି ଦେଖୁ, ବରଂ ସ୍ୱପ୍ନ ସେଇଟା ଯାହା ଆମକୁ ଶୋଇବାକୁ ଦିଏନି।ଏମିତି ଏକ କାହାଣୀକୁ ନେଇ ଆସୁଛନ୍ତି “ଚନ୍ଦନ”। ଏହି ସିନେମାରେ ଜଣେ ସାଧାରଣ କଳାକାରର […]