IPL 2026ରେ ଧୋନି ନେଇ ଚିନ୍ତା CSK ପାଇଁ ବଡ଼ ସମସ୍ୟା ହେଉଛି ତାଙ୍କ ଫିଟନେସ୍

ସମ୍ପୂର୍ଣ  ଫିଟ୍ ନୁହେଁ ଧୋନି

ଦଳକୁ ଫେରିବା ତାରିଖ ଅସ୍ପଷ୍ଟ

ଆଘାତରୁ ପୁନର୍ବାସ

ମାଂସପେଶୀ ଆଘାତ  ପରେ ଚିକିତ୍ସା ଚାଲିଛି

ଦିଲ୍ଲୀ ମ୍ୟାଚ୍ ସନ୍ଦେହ

DC ବିପକ୍ଷରେ ଖେଳିବା ସମ୍ଭାବନା କମ୍

By jagruti news 

wed 8th april

ଫିଟ୍ ହେବାକୁ ସମୟ ଲାଗିପାରେ

ଚେନ୍ନାଇରେ ଟ୍ରେନିଂ

ଫିଜିଓ ଓ ସପୋର୍ଟ ଷ୍ଟାଫ୍ ସହ କାମ କରୁଛନ୍ତି

CSK ର ଖରାପ ଆରମ୍ଭ

ଲଗାତାର 3ଟି ମ୍ୟାଚ୍ ହାରିଛି ଟିମ୍

ଟିମ୍‌କୁ ତାଙ୍କ ନେତୃତ୍ୱ ଖୁବ ଜରୁରୀ